LIVE TV

ନେତାଜୀ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍‌କୁ ପିଟିଲା ମିନି ଟ୍ରକ୍‌

NEWS7

କଟକ: କଟକ ନେତାଜୀ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ରାତି ପ୍ରାୟ ୧୦ଟା ସମୟରେ ମିନି ଟ୍ରକ୍ ବୁଲେଟ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏଥିରେ ବୁଲେଟ ଚାଳକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ଟ୍ରକ୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପିସିଆର୍ ପହଞ୍ଚି ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ପଠାଇଛି।