ବନ୍ଦ କୋଠରୀ ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 16, 2025 IST

କେନ୍ଦ୍ରାପଡ଼ା ୧୬।୭: କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଅନ୍ତର୍ଗତ ନଳିତାପାଟିଆ ଗାଁରେ ଏକ ବନ୍ଦ କୋଠରୀ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ବୁଧବାର ସକାଳୁ ଗ୍ରାମବାସୀ ଉଭୟଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ l ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି l ତେବେ ତହସିଲଦାରଙ୍କ ଉପସ୍ଥିତିରେ ଘର ଖୋଲାଯିବ ବୋଲି ଜଣାପଡିଛି l ଅନ୍ୟପକ୍ଷରେ ମୃତ୍ୟୁର କାରଣ ଜଣାପଡିନାହିଁ l

You Can Read:

କେନ୍ଦ୍ରାପଡ଼ା ଫାର୍ମରେ ମରି ପଡ଼ୁଛନ୍ତି କୁକୁଡ଼ା, ବାର୍ଡ ଫ୍ଲୁ ଆଶଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.