ସରକାରୀ ଚାକିରିଆଙ୍କୁ BSKYରେ ସାମିଲ କରାଯିବ, ସୂଚନା ଦେଲେ ଭି.କେ. ପାଣ୍ଡିଆନ

Published By : Prameya-News7 Bureau | May 23, 2024 IST

ଭୁବନେଶ୍ବର ୨୩।୫: ସରକାରୀ ଚାକିରିଆଙ୍କୁ BSKYରେ ସାମିଲ କରାଯିବ । ଏ ନେଇ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ ସୂଚନା ଦେଇଛନ୍ତି ।

ଏକ ଭିଡିଓ ବାର୍ତ୍ତାରେ ଭି.କେ. ପାଣ୍ଡିଆନ କହିଛନ୍ତି, ସରକାରୀ ଚାକିରିଆ, ଆଉଟସୋର୍ସ କର୍ମଚାରୀ, ଅଙ୍ଗନବାଡି ଦିଦି, ଆଶା କର୍ମୀ, MBK, CRP, କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ସମସ୍ତଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ BSKY ନୀବନ କାର୍ଡ ଦିଆଯିବ ।

You Can Read :

ନିଆଳିରେ ଭି.କେ. ପାଣ୍ଡିଆନ୍‌ଙ୍କ ପ୍ରଚାର, ‘ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଦଳୀୟ ପ୍ରାର୍ଥୀଙ୍କୁ ୭୦ହଜାର ମାର୍ଜିନରେ ଜିତାନ୍ତୁ’

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.