ଭୁବନେଶ୍ୱର ୧୪।୫: ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ORERA)ର ନୂତନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଅସିତ କୁମାର ମହାପାତ୍ରଙ୍କୁ ORERAର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ତାଙ୍କ ସହ ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମସୁନ୍ଦର ଦାଶଙ୍କୁ ମଧ୍ୟ ସଦସ୍ୟ ଭାବରେ ORERA ସାମିଲ କରାଯାଇଛି ।
You Can Read:
CBSE ଦଶମ ପରୀକ୍ଷାରେ ଓଡ଼ିଶା ଟପ୍ପର ହେଲେ ଭଦ୍ରକର କାବ୍ୟ ରଞ୍ଜନ, ୯୯.୦୪% ମାର୍କରେ ଉତ୍ତୀର୍ଣ୍ଣ