ଲୋକସଭାରେ କଂଗ୍ରେସର ହୁଙ୍କାର : ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଆଣିଲା ଅନାସ୍ଥା ପ୍ରସ୍ତାବ

NEWS7
army-chief-general-asim-munir-many-officers-sent-their-families-abroad-private-aircraft

ନୂଆଦିଲ୍ଲୀ, ୧୦|୦୨ : ଭାରତୀୟ ଜାତୀୟ କଂଗ୍ରେସ ଲୋକସଭା ବାଚସ୍ପତିଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ମଙ୍ଗଳବାର ଲୋକସଭାରେ ଦଳ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ଏନେଇ ଗୃହର ମହାସଚିବଙ୍କୁ ଦଳ ନୋଟିସ୍ ପ୍ରଦାନ କରିଛି ।