ସ୍କୁଲରେ ଖାଉଥିଲା ଚିକେନ୍, ଛାତ୍ରୀଙ୍କ ତଣ୍ଟିରେ ଲାଖିଗଲା ହାଡ଼

NEWS7
accused-of-looting-lakhs-of-rupees-from-shg-group-the-woman-protested-by-going-down-the-street

ବୌଦ୍ଧ ୨।୧୨: ଦଶମ ଶ୍ରେଣୀ ଛାତ୍ରୀଙ୍କ ତଣ୍ଟିରେ ଲାଖିଲା ଚିକେନ୍ ହାଡ । ସ୍କୁଲରେ ଚିକେନ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଲା ହାଡ । ବୌଦ୍ଧ ଝାଡ୍ରାଜିଙ୍ଗ ଆଶ୍ରମ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛାତ୍ରୀଙ୍କୁ ଗୁରୁତର ଭାବେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ରୀ ଅନୁଗୋଳ ଜିଲ୍ଲା ସଞ୍ଜାମୂରା ଗ୍ରାମର ବୋଲି ଜଣାପଡିଛି ।