ଭୁବନେଶ୍ବର ୩୦।୯: ହାତୀଙ୍କ ପାଇଁ ଘର କରିବେ ସରକାର ହାତୀ ସୁରକ୍ଷା ପାଇଁ ହେବ ଦୀର୍ଘ କାଳୀନ ଯୋଜନା ଜଙ୍ଗଲ ଭିତରେ ହାତୀ ପାଇଁ ହେବ ଚାଷ ପଣସ, ଆମ୍ବ, ବାଉଁଶ ଆଦି ହାତୀଙ୍କ ପାଇଁ ଲାଗିବ । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ୨୧୦୦ରୁ ଉର୍ଦ୍ଧ୍ବ ହାତୀ ଅଛନ୍ତି ଜୀବଜନ୍ତୁଙ୍କ ଭିତରେ ବି ଗରିବ ଅଛନ୍ତି ସେହି ହାତୀ ଭିତରୁ କେତେ ହାତୀଙ୍କ ଘର ନାହିଁ ହାତୀଙ୍କ ପାଇଁ ଘର କରିବେ ସରକାର । ୪୦୦ ହାତୀଙ୍କ ନାହିଁ ଘର ସେମାନଙ୍କୁ ଘର ଅଭାବ ଯୋଗୁଁ ବୁଲୁଛନ୍ତି ସେମାନଙ୍କ ପାଇଁ ନାହିଁ ଉଚିତ ପରିବେଶ ମାଇନିଂ, ପ୍ଲାଣ୍ଟ ସହ ବିଭିନ୍ନ କାର୍ଯ୍ୟ ପାଇଁ ହାତୀଙ୍କ ପାଇଁ ଉଚିତ ପରିବେଶ ନାହିଁ ଗତ ସରକାର ହାତୀଙ୍କୁ ଘର ଦେଇପାରିଲା ନାହିଁ ଏବେ ଜୀବଜନ୍ତୁଙ୍କ ସଂଖ୍ୟା ବଢିଛି ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି ହାତୀଙ୍କ ପାଇଁ ଆମ ସରକାର ଘର କରିବା ସହ ସେମାନଙ୍କ ଘର ତିଆରି କରିବ