ଉମରକୋଟ ୫।୧୧: ବିନା ସରକାରୀ ନିୟମ ଅନୁଯାୟୀ ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବା ଦମ୍ପତିଙ୍କୁ ମହଙ୍ଗା ପଡିଛି । ଶିଶୁକୁ ଉଦ୍ଧାର କରି ଚାଇଲ୍ଡ ଲାଇନ ପକ୍ଷରୁ ଦମ୍ପତିଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି