News7 Logo

ମହିଳା ଆଇନଜୀବୀଙ୍କୁ ଅସଦାଚରଣ ସହ ଆକ୍ରମଣ ଘଟଣା : ୩ ଅଭିଯୁକ୍ତ ଗିରଫ

NEWS7
BMP

ବ୍ରହ୍ମପୁର ୫।୯: ବ୍ରହ୍ମପୁରରେ ମହିଳା ଆଇନଜୀବୀଙ୍କୁ ମୁଖ୍ୟ ରାସ୍ତାରେ ଅସଦାଚରଣ ସହ ଆଇନଜୀବୀ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିବା ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୋଲିସ

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଆଇନଜୀବୀ ଜଣଙ୍କ କୋର୍ଟରୁ ନିଜ ସ୍ବାମୀଙ୍କ ସହ ଘରକୁ ଯାଉଥିବା ସମୟରେ ଦୁର୍ବୃତ୍ତଙ୍କ ଦ୍ବାରା ଅସଦାଚରଣ ଓ ଆକ୍ରମଣର ଶିକାର ହୋଇଥିଲେ । କୋର୍ଟପେଟା ଛକରେ ଜଣ ଦୁର୍ବୃତ୍ତ ଆଇନଜୀବୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲାଅଭିଯୋଗ ପରେ ବୈଦ୍ୟନାଥପୁର ପୋଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରିଥିବା ନେଇ ବ୍ରହ୍ମପୁର ଏସ୍‌ ପି ସର୍ବଣା ବିବେକ. ଏମ୍ କହିଛନ୍ତି