Rath Yatra Rath Yatra

ରାଜ୍ୟ

ଥାନା ପରିସରରେ କରେଣ୍ଟ ଲାଗି ଦୁଇ ଯୁବକ ମୃତ, ପୁରୀ ହସ୍ପିଟାଲରେ ଉତ୍ତେଜନା

ଥାନା ପରିସରରେ କରେଣ୍ଟ ଲାଗି ଦୁଇ ଯୁବକ ମୃତ, ପୁରୀ ହସ୍ପିଟାଲରେ ଉତ୍ତେଜନା

October 18, 2026

ପୁରୀ: ବଳିଆପଣ୍ଡା ଥାନା ଭିତରେ ଅଭାବନୀୟ ଘଟଣା ଘଟିଛି । ଥାନା ଭିତରେ କେବୁଲ କାମ କରୁଥିବା ବେଳେ କରେଣ୍ଟ ଲାଗି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବକ ରାମମନ୍ଦିର ଜାଲି ସାହିର ସୁବ୍ରତ ସାହୁ ଓ ବଳିଆପଣ୍ଡା ମହାରଣା ସାହିର ବାପି ପ୍ରଧାନ । ବିଦ୍ୟୁତ୍ ଆଘାତ ପରେ ପୋଲିସ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତ...

ବିଶ୍ୱାସ ନା ଅଜଣା ଆକର୍ଷଣ ? ସବୁ ଦିନ ଭଜନ ଶୁଣିବାକୁ ମନ୍ଦିରକୁ ଆସୁଛି ଗୋ-ମାତା

October 18, 2026

ପାଟଣାଗଡ଼ ୧୮।୧୦: ଭଜନ-କୀର୍ତ୍ତନ ସାଙ୍ଗକୁ ହରେକୃଷ୍ଣ ନାମ ସଙ୍କୀର୍ତ୍ତନ । ପ୍ରକମ୍ପିତ ହୋଇ ଉଠୁଛି ପୁରା ପରିବେଶ । ଚାଲିଛି ଲକ୍ଷ୍ମୀନୃସିଂହ ଯୁଗଳ ମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି । ଭକ୍ତ ମନକୁ ଦେଉଛି ଶାନ୍ତି ଆଉ ଭରିଦେଉଛି ଆଧ୍ୟାତ୍ମିକ ଭାବ......

ବିଶ୍ୱାସ ନା ଅଜଣା ଆକର୍ଷଣ ? ସବୁ ଦିନ ଭଜନ ଶୁଣିବାକୁ ମନ୍ଦିରକୁ ଆସୁଛି ଗୋ-ମାତା

ବଡ଼ଧରଣର ବ୍ୟାଟେରୀ ଚୋରିର ପର୍ଦ୍ଦାଫାଶ, କଳା ସ୍କର୍ପିଓ ସହ ୪ ଅଭିଯୁକ୍ତ ଗିରଫ

October 18, 2026

ଭୁବନେଶ୍ବର ୧୮।୧୦: ରାଜଧାନୀରେ ବଡ଼ଧରଣର ବ୍ୟାଟେରୀ ଚୋରି ଘଟଣାର ପର୍ଦ୍ଦାଫାଶ। ମଞ୍ଚେଶ୍ୱର ଥାନା ପୋଲିସ ହାତରେ ଧରାପଡ଼ିଲେ ୪ ଅଭିଯୁକ୍ତ। ୧୦ଟି ଚୋରି ବ୍ୟାଟେରୀ ଉଦ୍ଧାର ସହ ଚୋରିରେ ବ୍ୟବହୃତ କଳା ସ୍କର୍ପିଓ ଗାଡ଼ିକୁ ଜବତ କରିଛି ପୋଲିସ। ଚୋ......

ବଡ଼ଧରଣର ବ୍ୟାଟେରୀ ଚୋରିର ପର୍ଦ୍ଦାଫାଶ, କଳା ସ୍କର୍ପିଓ ସହ ୪ ଅଭିଯୁକ୍ତ ଗିରଫ

Saptami Puja 2026: କାହିଁକି ମା’ ଙ୍କ ମହାସପ୍ତମୀ, ସନ୍ତାନ ସନ୍ତତୀଙ୍କ ଉପରେ କ'ଣ ପ୍ରଭାବ ପଡ଼ିଥାଏ ?

October 18, 2026

ଭୁବନେଶ୍ୱର : ମଣ୍ଡପେ ବିରାଜିଛନ୍ତି ମା’। ମହାମାୟାଙ୍କ ଆଗମନ ପାଇଁ ସବୁଠି, ଖୁସି ଓ ଆନନ୍ଦ। ଗାଁଠୁ ସହର ସବୁଠି ପାର୍ବଣର ମାହୋଲ । ପୂଜାମଣ୍ଡପରେ ଚାଲିଛି ମନ୍ତ୍ରପାଠ ଓ ପୂଜାର୍ଚ୍ଚନା। ଧୂପ, ଦୀପ ଓ ମନ୍ତ୍ରପାଠରେ ଭକ୍ତିମୟ ହୋଇଉଠିଛି ପରିବେଶ......

Saptami Puja 2026: କାହିଁକି ମା’ ଙ୍କ ମହାସପ୍ତମୀ, ସନ୍ତାନ ସନ୍ତତୀଙ୍କ ଉପରେ କ'ଣ ପ୍ରଭାବ ପଡ଼ିଥାଏ ?

ପୂର୍ବରୁ ମିଳିଥିଲା ହତ୍ୟା ଧମକ ; ଘରୁ ଯାଇ ଆଉ ଫେରିଲେନି, ବାଲିଯାତ୍ରା ପଡ଼ିଆରୁ ମିଳିଲା ମୃତଦେହ

October 18, 2026

କଟକ ୧୮।୧୦: କଟକ ତଳ ବାଲିଯାତ୍ରା ପଡିଆ ମହାନଦୀ କୂଳରୁ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିଚୟ ମିଳିଲା ପରିଚୟ।ମୃତକ ଜଣଙ୍କ ହେଲେ କଟକ ରାଜା ବଗିଚା ଅଞ୍ଚଳର ୧୫ ବର୍ଷୀୟ ନାବାଳକ ସୁଶାନ୍ତ କୁମାର ସାହୁ । ସୁଶାନ୍ତ ଶନିବାର ସକାଳୁ......

ପୂର୍ବରୁ ମିଳିଥିଲା ହତ୍ୟା ଧମକ ; ଘରୁ ଯାଇ ଆଉ ଫେରିଲେନି, ବାଲିଯାତ୍ରା ପଡ଼ିଆରୁ ମିଳିଲା ମୃତଦେହ