ଓଡ଼ିଶା ପାଇଁ ବଜେଟ୍‌ରେ ବଡ଼ ଘୋଷଣା, ନିର୍ମାଣ ହେବ ରେୟାର ଆର୍ଥ କରିଡର

NEWS7
who-is-huma-qureshi-rumored-bf

ନୂଆଦିଲ୍ଲୀ- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୯ମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟରେ କରଦାତାମାନେ ଆଶ୍ୱସ୍ତି ପାଇବାକୁ ଆଶା କରୁଥିବା ବେଳେ, ମଧ୍ୟବିତ୍ତ ବର୍ଗଠାରୁ ଗ୍ରାମୀଣ ଚାଷୀ ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ସରକାରଙ୍କ ଉପରେ ନଜର ରଖିଛନ୍ତି। କର୍ତ୍ତବ୍ୟ ଭବନରେ ପ୍ରଥମ ବଜେଟ୍ । ସବକା ସାଥ୍ ସବକା ବିକାଶକୁ ଗୁରୁତ୍ୱ ଦିଆଯାଇଛି ।

ଚଳିତ ବଜେଟ୍ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି । ଓଡ଼ିଶାରେ ହେବ ଖଣିଜ କରିଡର । ଓଡ଼ିଶାର ଅନୁଗୁଳ ଓ ତାଳଚେରରେ ହେବା ନେଇ କହିଛନ୍ତି ନିର୍ମଳା ସୀତାରମଣ ସେହିପରି ଆନ୍ଧ୍ର, କେରଳ ଓ ତାମିଲନାଡୁରେ ହେବ କଣିଜ କରିଡ଼ର।