LIVE TV

ଦୋକାନ ଉପରକୁ ମାଡ଼ିଗଲା ଟ୍ରକ, ଅନେକ ଲୋକ ଗୁରୁତର

NEWS7
MBJ

ବାରିପଦା ୩୦।୦୯: ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍ । ଯେଉଁଥିରେ ଜଣ ମହିଳା ଗୁରୁତର ହୋଇଛନ୍ତିସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଝାରପୋଖରିଆ ବଜାରରେ ଘଟିଛି ଏହି ଘଟଣା

ଖବର ଅନୁଯାୟୀ, ସୋମବାର ବିଳମ୍ୱିତ ରାତିରେ ବାରିପଦା ପଟୁ ଜାମଶୋଳା ଅଭିମୁଖେ ଯାଉଥିଲା ଏକ ମାଲ ବୋଝେଇ ଟ୍ରକ । ଏହି ସମୟରେ ଟ୍ରକଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ୭ଟି ଦୋକାନ ଘର ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ୩ ଜଣ ମହିଳା ଗୁରୁତର ହୋଇ ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।