ନୀଳଗିରି ୧୨।୭: ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ । ନୀଳଗିରି ବ୍ଲକ୍ ତେଲିପାଳ ପଞ୍ଚାୟତ ରାଇପାଳରେ ଘଟିଛି ଏଭଳି ଅଘଟଣ ।କେନାଲରେ କାମ କରୁଥିବା ବେଳେ ହୋଇଥିଲା ବଜ୍ରପାତ । ମୃତକଙ୍କ ମଧ୍ୟରେ ଜଣେ ଜେସିବି ଅପରେଟର ଓ ଦୁଇ ଜଣ ଶ୍ରମିକ ଅଛନ୍ତି । ରାଇପାଳ ଠାରେ ଥିବା ଋଷିଆ କେନାଲରେ କାମ କରୁଥିବା ବେଳେ ଅଘଟଣ ଘଟିଛି ।
You Can Read:
କଟକ ସିଟି ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ନାବାଳକଙ୍କ ମୃତ୍ୟୁ : ଶବ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ