ପୁରୀ ୫/୬: ନିର୍ବାଚନରେ ବିଜୟୀ ପରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ । ଶ୍ରୀଜିଉଙ୍କ ଦର୍ଶନ ସହ ଆଶିଷ ଲାଭ କରିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ବିଜେପି ସରକାର ଗଢିବାକୁ ଯାଉଛି । ଖୁବ ଶୀଘ୍ର ଶ୍ରୀମନ୍ଦିର ଚାରି ଦ୍ବାର ଓ ରତ୍ନଭଣ୍ଡାର ଖୋଲାଯିବ ।
ନବ ଦାସ ହତ୍ୟା ଘଟଣା : ସିବିଆଇ ତଦନ୍ତ ଦାବିରେ ହାଇକୋର...