ଭଦ୍ରକ ୧୫।୭: ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ସବୁଠି ପ୍ରତିବାଦ । ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିଛନ୍ତି । ଟାୟାର ଜାଳିବା ସହ କଲେଜ ଗେଟ୍ ସମ୍ମୁଖରେ ନାରାବାଜି କରିଛନ୍ତି । ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।
You Can Read:
ଆତ୍ମାହୁତି ସ୍ଥିତି ସୃଷ୍ଟି କରିଥିବା ବ୍ୟକ୍ତି ବି ଆସିବେ ତଦନ୍ତ ପରିସରକୁ, ସରକାରଙ୍କ ଲକ୍ଷ୍ୟ ପୀଡିତାଙ୍କୁ ନ୍ୟାୟ