ଚିତ୍ରକୋଣ୍ଡାରେ ନିର୍ବାଚନୀ ହିଂସା, ପୋଷ୍ଟର ମରାକୁ ନେଇ ମହିଳାଙ୍କୁ ଛୁରାମାଡ

Published By : Prameya-News7 Bureau | May 08, 2024 IST

ମାଥିଲି୮/୫: ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଥମ ନିର୍ବାଚନୀ ହିଂସା । ପୋଷ୍ଟର ମରାକୁ ନେଇ ଯୁକ୍ତିତର୍କ ପରେ ମହିଳାଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ମହିଳା ହେଲେ ଖଇରିପୁଟ ସଦରର ଲକ୍ଷ୍ମୀ ବାଙ୍କିଆ । ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀଙ୍କ ସ୍ବାମୀ ଆକ୍ରମଣ ସଂପର୍କରେ ମୁଦୁଲିପଡା ଥାନାରେ ଅଭିଯୋଗ କରିଛନ୍ତି । ଏତଲା ଆଧାରରେ ପୋଲିସ ଛାନଭିନ ଚଳାଇଛି । 

You Can Read: ଗ୍ରୀଷ୍ମ ପ୍ରବାହରୁ ମିଳିବ ତ୍ରାହି, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.