ଆଇପିଏଲ ବେଟିଂ ବେଳେ ପୋଲିସର ଚଢ଼ଉ, ୫ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | April 24, 2024 IST

ପୁରୀ: ଆଇପିଏଲ ବେଟିଂ ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ। ବେଟିଂ ଅଭିଯୋଗରେ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କଲା ବଳିଆ ପଣ୍ଡା ଥାନା ପୋଲିସ।‌ ଗିରଫ ଅଭିଯୁକ୍ତ ହେଉଛନ୍ତି ଛତିଶଗଡ଼ ଓ ବିହାର ଅଞ୍ଚଳର।

ସେମାନଙ୍କଠାରୁ ଏଲଇଡି ଟିଭି, ସ୍ପିକର, ୪ଟି ମୋବାଇଲ୍ ଫୋନ୍, ଟାଟା ସ୍କାଏ ମେସିନ୍, ଗୋଟିଏ ରେଜିଷ୍ଟ୍ରାର ଜବତ। ଏନେଇ ସୋସିଆଲ ମିଡିଆରେ ପୁରୀ ପୋଲିସର ସୂଚନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.