LIVE TV

ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇ ଭାରତ ଜିତିଲା ଦ୍ୱିତୀୟ ଟେଷ୍ଟ, ୨-୦ରେ ସିରିଜ୍ ଆଗୁଆ

NEWS7
paris-olympics-2024-opening-ceremony

ନୂଆଦିଲ୍ଲୀ ୧୪/୧୦: ଅହମ୍ମଦାବାଦ ପରେ ଦିଲ୍ଲୀ ଦଖଲ କରିଛି ଶୁବମନ ସେନା । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଜିତିନେଇଛି ଭାରତ । ଦ୍ୱିତୀୟ ଏବଂ ଅନ୍ତିମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିଲା । ମ୍ୟାଚ୍‌ର ପଞ୍ଚମ ଓ ଅନ୍ତିମ ଦିନକୁ ସହଜରେ ଦଖଲ କରିଛି ଟିମ୍ ଇଣ୍ଡିଆ ।