ଆସନ୍ତା ଗୁରୁବାର ମିଳିବ ସୁଭଦ୍ରା କିସ୍ତି, ନୂଆ ହିତାଧିକାରୀଙ୍କ ଖାତାକୁ ଆସିବ ଟଙ୍କା

NEWS7
one-dead-in-accident-villagers-block-the-road-in-nayagarh

ଭୁବନେଶ୍ବର ୧୮।୧: ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ୧୮ ତାରିଖ ପରିବର୍ତ୍ତେ ୨୨ ତାରିଖରେ ମିଳିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି । ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ପୂର୍ବରୁ ସୁଭଦ୍ରା ଟଙ୍କା ୧୮ ତାରିଖରେ ଦିଆଯିବ ବୋଲି ଘୋଷଣା ହୋଇଥିଲା ।