News7 Logo

ରାଜ୍ୟରେ ହଜାରେ ଇ-ବସ୍‌ ଆବଶ୍ୟକତା ରହିଛି, ଏବେ ଆସୁଛି ୨୫ ଇ-ବସ୍

NEWS7
E-Bus

ଭୁବନେଶ୍ବର ୫୯: ପରିବେଶ ସୁରକ୍ଷା ପାଇଁ ଆଗକୁ ଇ-ସ୍‌କୁ ଅଧିକ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତିରାଜ୍ୟରେ ହଜାରେ ଇ-ସ୍‌ର ଆବଶ୍ୟକତା ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଆଗକୁ ରାଜ୍ୟ ସରକାର ୨ ଶହ ଇ-ସ୍ ଆଣିବେଏହାହ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪ ଶହ ଇ-ସ୍ ପ୍ରଦାନ କରିବେମୋଟ୍ ୬ ଶହ ଇ-ସ୍ ଜନତାଙ୍କ ସେବାରେ ଲାଗିବଏବେ ୨୫ଟି ଇ-ବସ୍ ଆସୁଛିଯାହା ସମ୍ବଲପୁରକୁ ପ୍ରଦାନ କରାଯିବପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଇ-ସ୍ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।