କିଏ ବିଜେଡିର ବିରୋଧୀ ଦଳ ନେତା ହେବ ଦଳ ସଭାପତି ଚିନ୍ତା କରିବେ : ବଦ୍ରି ପାତ୍ର

Published By : Prameya-News7 Bureau | June 18, 2024 IST

ଭୁବନେଶ୍ବର ୧୮।୬: ବୁଧବାର ବସିବ ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଏଭଳି କହିଛନ୍ତି । କିଏ ବିରୋଧୀ ଦଳ ନେତା ହେବ ଦଳ ସଭାପତି ଚିନ୍ତା କରିବେ । ସେ ବି ହୋଇପାରନ୍ତି ବିରୋଧୀ ଦଳ ନେତା । ବିଜେଡି ହାରିବାର ଅନେକ କାରଣ ରହିଛି । ଆମେ ଜିତିଯିବୁ ଓଭର କନ୍‌ଫିଡେନ୍ସ ହେଲା । ପରାଜୟର କାରଣ ଖୋଜାଯିବ । ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗ କାମ ଦେଇଛି । 

ପରାଜୟର କାରଣ ପାଣ୍ଡିଆନ କି ପ୍ରଶ୍ନର ଉତ୍ତରରେ କହିଲେ, ସେ ବିଷୟରେ ବି ଆଲୋଚନା ହେବ । ସବୁ ଦଳରେ ଅସନ୍ତୋଷ ଥାଏ । ଆମ ଦଳରେ ବି ଅଛି । ତା ସତ୍ୱେ ବି ଦଳ ଆଗକୁ ବଢିବ । 

You Can Read :

ଡିପଥେରିଆ ମୁକାବିଲା ପାଇଁ ବୁଧବାରଠୁ ବୁଷ୍ଟର ଡୋଜ୍, ୧ ବର୍ଷ ଯାଏଁ ଶିଶୁଙ୍କୁ ପେଣ୍ଟା ଓ ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.