ସୋର ୨୩।୫: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସଠି ଗ୍ରାମରେ ଝାଡାବାନ୍ତି ବ୍ୟାପିଲା । ଝାଡାବାନ୍ତିରେ ୧୦ରୁ ଅଦିକ ଆକ୍ରାନ୍ତ ହୋଇ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l
ସୂଚନାଯୋଗ୍ୟ ଯେ, ବୁଧବାର ସଠି ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଛାତ ପଡିଥିଲା l ଛାତ ପାକରେ କୁକୁଡ଼ା ମାଂସ ଭୋଜି ହୋଇଥିଲା l ଗାଁ ଲୋକେ ସେହି ଭୋଜି ଖାଇ ଝାଡାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
You Can Read :