ନୂଆପଡ଼ା ୮।୭: ନୂଆପଡ଼ା DVF ଟିମ୍କୁ ମିଳିଛି ବଡ଼ ସଫଳତା । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝାରବନ୍ଧ ନାରାୟଣ ଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ କମ୍ବିଂ କରିଥିଲା DVF ଟିମ୍ । ଏହି ଟିମ୍ ଦ୍ବାରା ଗୋଟିଏ ଟିଫିନ୍ ବୋମା ସହ ୨୦ ଜିଲେଟିନ, ଇଲେକ୍ଟ୍ରି ଡେଟୋନେଟର, ତାର ଓ ଟର୍ଚ୍ଚ ଲାଇଟ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଛି ।
ତେବେ ଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ଏବେବି କମ୍ବିଂ ଅପରେସନ ଜାରି ରହିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନୂଆପଡା ଏସ୍ପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।
You Can Read: