ଭୁବନେଶ୍ବର ୨୭।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ବୈଠକ ସାରି ବାହାରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ବୈଠକ ଚାଲୁଛି ଆହୁରି ବୈଠକ ହେବ । ଏହା ରୁଟିନ ବୈଠକ । ଶନିବାର ରାତି ୨ଟା ପର୍ଯ୍ୟନ୍ତ ବୈଠକ ହୋଇଥିଲା । ଆଜି ବି ଲମ୍ବା ସମୟ ଧରି ବୈଠକ ଚାଲିବ । ସରକାର, ସଂଗଠନ, ନୂଆ ମନ୍ତ୍ରିମଣ୍ଡଳ ଓ ନିଗମ ନେଇ କୌଣସି ଆଲୋଚନା ହୋଇନାହିଁ । ପ୍ରଭାରୀ ମାନେ ଆସିଛନ୍ତି ଦୁଇ ଦିନ ପାଇଁ ଆଲୋଚନା ହେଉଛି । ପୁଣି ଦିଲ୍ଲୀ ଯିବୁ, ଆହୁରି ବୈଠକ ହେବ ହେବ ବୋଲି କହିଲେ ମନମୋହନ ସାମଲ ।
You Can Read:
ଗୁଣିଆ ସନ୍ଦେହରେ ଆକ୍ରମଣ, ହାତଗୋଡ଼ ବାନ୍ଧି ଗାଁ ଦାଣ୍ଡରେ ନିସ୍ତୁକ ପିଟିଥିବା ଅଭିଯୋଗ