ଶ୍ରୀମନ୍ଦିରରେ ବଡ଼ ଅଘଟଣ, ଗରମ ଡାଲି ପଡି ୭ ଶ୍ରଦ୍ଧାଳୁ ଆହତ

Published By : Prameya-News7 Bureau | June 08, 2025 IST

ପୁରୀ: ଶ୍ରୀମନ୍ଦିରରେ ବଡ଼ ଅଘଟଣ। ଗରମ ଡାଲି ପଡି ୭ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଭୋଗମଣ୍ଡପ ଉଠିବା ପରେ ଘଟିଛି ଅଘଟଣ। ଭଅଣ୍ଡ ଘରୁ ଗରମ ଡାଲି ନେଇ ବୋଝିଆ ଯାଉଥିବା ବେଳେ ଅସାବଧାନତା ହେତୁ ଘଟିଛି ଅଘଟଣ। ନୟାଗଡରୁ ଆସିଥିବା ୭ ଜଣ ଭକ୍ତଙ୍କ ଉପରେ ପଡିଛି ଗରମ ଡାଲି। ଆହତ ଭକ୍ତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.