ବିଚ୍‌ ରାସ୍ତାରେ ଜଳିଲା 'ଆମ ବସ୍‌', ପାସେଞ୍ଜର ଥିବା ବେଳେ ଲାଗିଲା ନିଆଁ... ଦେଖନ୍ତୁ ଭିଡ଼ିଓ

NEWS7
know-your-daily-horoscope-sunday-16-february--2025-

ଭୁବନେଶ୍ୱର ୧୦।୦୧ : ଜଳିଗଲା ଆମ ବସ୍ । ବିଚ୍ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଆମ ବସ୍ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡିଓ ଛକରେ ଆମ ବସ୍ରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି । କୌଣସି ଯାତ୍ରୀ ମୃତାହତ ହୋଇନଥିବାର ସୂଚନା ମିଳିଛି ।