ବାଲିଯାତ୍ରା ୨୦୨୫
LIVE TV

ସହଦେବ ନାୟକ ହତ୍ୟା ମାମଲା : ମାଷ୍ଟରମାଇଣ୍ଡ ସୁଲେଇ ନାୟକକୁ ଗିରଫ କଲା ମଞ୍ଚେଶ୍ୱର ପୋଲିସ

NEWS7
international-nursing-week-celebrated-at-ims-sum-hospital

ଭୁବନେଶ୍ବର୧୧:ସହଦେବ ନାୟକ ହତ୍ୟା ମାମଲାମାଷ୍ଟରମାଇଣ୍ଡ ସୁଲେଇ ନାୟକ ଗିରଫ । ସୁଲେଇକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ସୁଲେଇ ନାଁରେ ଗିରଫ ପରୱାନା ଜାରି କରିଥିଲା କମିସନରେଟ୍ପୋଲିସଗତ ଜାନୁଆରୀତାରିଖରେ ସହଦେବ ନାୟକକୁ ରସୁଲଗଡ ଓଭରବ୍ରିଜ୍ଉପରେ ହତ୍ୟା କରାଯାଇଥିଲା