ଡିଜି ଟ୍ୟାଗିଂ ପାଇଁ ଓଡ଼ିଶା କୃଷି ବିଭାଗକୁ ପୁରସ୍କୃତ କଲେ କେନ୍ଦ୍ର ସରକାର

Published By : Prameya-News7 Bureau | March 24, 2025 IST

ଭୁବନେଶ୍ବର ଡିଜି ଟ୍ୟାଗିଂ ପାଇଁ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପୁରସ୍କୃତ ହୋଇଛି । ଲ୍ୟାଣ୍ଡ ରେକର୍ଡ ଓ କ୍ରପ୍ ପାଇଁ ଡିଜି ଟ୍ୟାଗିଂରେ ଭାରତ ସରକାର ଓଡ଼ିଶା ସରକାରଙ୍କ କୃଷି ବିଭାଗକୁ ପୁରସ୍କୃତ କରିଛନ୍ତି । ଡିଜିଟାଇଜେସନ କରିବା ଦ୍ୱାରା DBT ମାଧ୍ୟମରେ ଚାଷୀଙ୍କୁ ମିଳୁଥିବା ପଇସା ଓ CM, PM କିସାନ ପଇସାର ଲାଭ ପାଇବେ କୃଷକ । 

ପୁରସ୍କୃତ ହେବା ପରେ ଏହା ବିଭାଗର ସମ୍ମାନ ବୋଲି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।


You Can Read:

ବିଭିନ୍ନ ସମସ୍ୟା ପାଇଁ ମଣ୍ଡିରୁ ଉଠିପାରୁନି ଧାନ, ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ମିଳିଲା ପ୍ରତିଶ୍ରୁତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.