ବାଲିଯାତ୍ରା ୨୦୨୫
LIVE TV

ସିବିଆଇ ପଞ୍ଝାରେ ଠକ ଅଜିତ ପାତ୍ର, ବଡ଼ ବଡ଼ ଅଫିସର ଓ ଠିକା ସଂସ୍ଥାଙ୍କୁ ଲଗାଉଥିଲେ ଚୂନ

NEWS7
house-burnt-in-bhadrak-dhamnagar-fire-brigade-not-coming-due-to-damage-road

ଭୁବନେଶ୍ବର ୧୨।୧୧ : ସିବିଆଇ ପଞ୍ଝାରେ ଠକ ଅଜିତ ପାତ୍ର । ନିଜକୁ କେନ୍ଦ୍ର ସରକାରଙ୍କ ବଡ଼ ଅଧିକାରୀର ପରିଚୟ ଦେଇ ଠକୁଥିଲେ ଟଙ୍କା । ଏପିରିକି ବଡ଼ ବଡ଼ ଅଫିସର ଓ ଠିକାସଂସ୍ଥାମାନଙ୍କୁ ମଧ୍ୟ ଚୂନ ଲଗାଇଥିଲେ । ଆଉ ଏବେ ସିବିଆଇ ହାବୁଡ଼ରେ ପଡିଛନ୍ତି ।