News7 Logo

ସେପ୍ଟେମ୍ବର ୦୨ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

NEWS7
Horoscope

ମେଷ - ଆଜିର ଦିନ ଆପଣଙ୍କ ପାଇଁ ସହଜ ହେବ । କାର୍ଯ୍ୟକ୍ଷେତ୍ରରେ ସୁଭିଧା ଓ ସହାୟତା ମିଳିବ । ପରିବାରରେ ସୁଖ-ଶାନ୍ତି ବଢ଼ିବାରୁ ମନରେ ଆନନ୍ଦ ରହିବ । ଧନ-ଲାଭର ସମ୍ଭାବନା, ବିଶେଷତଃ ବ୍ୟବସାୟୀଙ୍କ ପାଇଁ । ମିତ୍ରଙ୍କ ସହିତ ଖୁସିର ସମୟ କାଟିବେ, ଯାତ୍ରାର ସୁଯୋଗ ମଧ୍ୟ ଆସିପାରେ ।

ବୃଷ - ଆଜି କାମକାଜରେ ବହୁତ ବାଧା ଦେଖାଯିବ । କୌଣସି କାମ ଆରମ୍ଭ କଲେ ମଧ୍ୟ ବିଳମ୍ବ ହେବାର ଆଶଙ୍କା ରହିଛି । ପରିବାରରେ ତଣ୍ଟା-ତଣ୍ଟି, ଭିତରେ ଅସନ୍ତୋଷ ବଢ଼ିପାରେ । ଧନ-ହାନି ବା ଅନାବଶ୍ୟକ ଖର୍ଚ୍ଚରେ ମନୋକ୍ଲେଶ ହେବ । ପ୍ରେମ ସମ୍ପର୍କରେ ବୁଝାପଡ଼ାର ଅଭାବ ସୃଷ୍ଟି ହେବାର ସମ୍ଭାବନା ।

ମିଥୁନ - କାର୍ଯ୍ୟକ୍ଷେତ୍ରରେ ଆଜି ସୁଭିଧା ଦେଖାଯିବ । ନୂଆ କାମର ସୁଯୋଗ ମିଳିପାରେ ଓ ପୁରୁଣା ଅପୂର୍ଣ୍ଣ କାମ ସାରିବାର ଆଶା । ପରିବାରରେ ଖୁସି, ପ୍ରିୟଜନଙ୍କ ସହିତ ସୁନ୍ଦର ସମୟ କାଟିବେ । ଧନ-ଲାଭର ଯୋଗ ରହିଛି । ଶିକ୍ଷାରେ ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ ।

କର୍କଟ - ଆଜିର ଦିନ ସାଧାରଣତଃ ଭଲ ହେବ । କାର୍ଯ୍ୟରେ କିଛି ନୂଆ ସୁଯୋଗ ମିଳିବାରୁ ଆଶା ବଢ଼ିବ । ପରିବାରରେ ସମନ୍ୱୟ, ପ୍ରିୟଜନଙ୍କ ସହାୟତା ମିଳିବ । ଧନ-ଲାଭର ଯୋଗ, ବ୍ୟବସାୟରେ ସୁଭିଧା । ମନେ ଉତ୍ସାହ ବଢ଼ିବାରୁ କାମରେ ସଫଳତା ଦେଖାଯିବ ।

ସିଂହ - ଆଜି ଆପଣଙ୍କ କାର୍ଯ୍ୟରେ ସଫଳତା ଆସିବ । ପରିବାରରେ ଖୁସିର ପରିବେଶ, ପ୍ରିୟଜନଙ୍କ ସହିତ ସୁନ୍ଦର ସମୟ କାଟିବେ । ବ୍ୟବସାୟରେ ଧନ-ଲାଭ ହେବ । ସମାଜରେ ମାନ-ସମ୍ମାନ ବଢ଼ିବାର ସମ୍ଭାବନା । ଯାତ୍ରାରୁ ମଧ୍ୟ ଲାଭ ହେବ ।

କନ୍ୟା - ଆଜିର ଦିନ କଷ୍ଟକାରକ ହେବ । କାର୍ଯ୍ୟକ୍ଷେତ୍ରରେ ବାଧା, ପରିଶ୍ରମ କରିଲେ ମଧ୍ୟ ସଫଳତା ଦେରିରେ ମିଳିବ । ପରିବାରରେ ଖଟା-ମିଠା କଥାରୁ ମନୋକ୍ଲେଶ । ଧନ-ହାନି ବା ଅନାବଶ୍ୟକ ବ୍ୟୟ ବଢ଼ିବ । ପ୍ରେମ ସମ୍ପର୍କରେ ଅସ୍ଥିରତା । ସ୍ୱାସ୍ଥ୍ୟରେ ସତର୍କତା ଦରକାର ।

ତୁଳା - (ଘାତ ଚନ୍ଦ୍ର) ଆଜିର ଦିନର ଫଳ ମିଶ୍ର ହେବ । କାମରେ କେବେ ସୁଭିଧା, କେବେ ବିଳମ୍ବ ଦେଖାଯିବ । ପରିବାରରେ ଆନନ୍ଦ ସହିତ କେବେମିସି ସ୍ୱଲ୍ପ ବିରୋଧ । ଧନାଗମନ ହେଲେ ମଧ୍ୟ ବ୍ୟୟ ବଢ଼ିବାର ଯୋଗ । ସ୍ୱାସ୍ଥ୍ୟରେ ସାବଧାନ ରହିବା ଉଚିତ । ମନରେ ଆନନ୍ଦ ଓ ଚିନ୍ତା ଦୁହିଟିର ମିଶ୍ରଣ ରହିବ ।

ବିଛା - ଆଜିର ଦିନ ସୁଭକାରକ ହେବ । କାର୍ଯ୍ୟକ୍ଷେତ୍ରରେ ସୁଭିଧା, ନୂଆ କାମର ସଫଳତା ମିଳିପାରେ । ପରିବାରରେ ଖୁସିର ପରିବେଶ, ପ୍ରିୟଜନଙ୍କ ସହିତ ସମୟ କାଟିବେ । ବ୍ୟବସାୟରେ ଧନ-ଲାଭ । ସମାଜରେ ମାନ-ସମ୍ମାନ ବଢ଼ିବାର ସୁଯୋଗ । ଭ୍ରମଣରୁ ଲାଭ ସମ୍ଭବ ।

ଧନୁ - ଆଜିର ଦିନ ଆପଣଙ୍କ ପାଇଁ ବହୁତ ସୁଭକାରକ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରୟାସ ସଫଳତାକୁ ନେଇଯିବ । ପରିବାରରେ ଖୁସିର ପରିବେଶ ଓ ପ୍ରିୟଜନଙ୍କ ସହିତ ସମନ୍ୱୟ ଆସିବ । ଧନ-ଲାଭର ସୁଯୋଗ, ବିଶେଷତଃ ବ୍ୟବସାୟୀଙ୍କ ପାଇଁ ଆଜିର ଦିନ ଉପକାରୀ । ସମାଜରେ ମାନ-ସମ୍ମାନ ବଢ଼ିବ ଓ ଲୋକଙ୍କ ପ୍ରଶଂସା ମିଳିବ । କୌଣସି ପୁରୁଣା କାମର ସମାଧାନ ହେବାରୁ ମନରେ ଆନନ୍ଦ ବଢ଼ିବ । ନୂଆ ଯୋଜନାରେ ସଫଳତା, ଭ୍ରମଣରୁ ମଧ୍ୟ ଲାଭ ସମ୍ଭବ ।

ମକର - ଆଜିର ଦିନ କଠିନ ହେବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରୟାସ ସହଜରେ ସଫଳ ହେବ ନାହିଁ । ପରିବାରରେ ଅସନ୍ତୋଷ, ମିତ୍ରଙ୍କ ସହିତ ବିରୋଧ ହେବାର ସମ୍ଭାବନା । ଧନ-ହାନି ବା ବିଳମ୍ବିତ ଲାଭର କ୍ଷୋଭ ହେବ । ପ୍ରେମ ସମ୍ପର୍କରେ ଅସ୍ଥିରତା । ସ୍ୱାସ୍ଥ୍ୟରେ ସତର୍କ ହେବା ଦରକାର ।
କୁମ୍ଭ - (ଘାତ ଚନ୍ଦ୍ର) ଆଜିର ଦିନ ମିଶ୍ର ପରିଣାମ ଦେଖାଯିବ । କାର୍ଯ୍ୟରେ କେବେ ସୁଭିଧା, କେବେ ବାଧା ହେବ । ପରିବାରରେ ସୁଖ-ଦୁଃଖର ସମ୍ମିଶ୍ରଣ ରହିବ । ଧନ-ଲାଭ ସହିତ ବ୍ୟୟ ବି ବଢ଼ିବାର ସମ୍ଭାବନା । ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖାଯିବ । ମନେ କେବେ ଖୁସି, କେବେ ଚିନ୍ତା ଥିବ ।
ମୀନ - ଆଜି ଆପଣଙ୍କ ପାଇଁ ସୁଭ ଦିନ । କାର୍ଯ୍ୟରେ ସୁଭିଧା, ସମାଜରେ ସମ୍ମାନ ବଢ଼ିବ । ପରିବାରରେ ଖୁସି, ପ୍ରିୟଜନଙ୍କ ସହିତ ଆନନ୍ଦମୟ ସମୟ । ବ୍ୟବସାୟରେ ଲାଭ ଓ ନୂଆ ସୁଯୋଗ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଉପକାରୀ ଦିନ । ମନୋବଳ ବୃଦ୍ଧିରେ ସମସ୍ତ କାମ ସହଜ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 
 ଯୋଗାଯୋଗ - 8249826682