Deogarh : 17ରେ ଦେବଗଡ ବନ୍ଦ୍ ଡାକରା, ଆହ୍ଵାନ ଦେଲେ ଦେବଗଡ ଜିଲ୍ଲା ମହିଳା ଏକତା ମଞ୍ଚ

NEWS7
heavy-fecilition-to-retired-army-birhar-regiment-jawan-at-patna

ଦେବଗଡ: ଆସନ୍ତା ସତର ତାରିଖରେ ଦେବଗଡ ବନ୍ଦ୍ ଡାକରା। ଏହି ଆହ୍ଵାନ ଦେଲେ ଦେବଗଡ ଜିଲ୍ଲା ମହିଳା ଏକତା ମଞ୍ଚ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା କୋଠାରେ ଚବିଶ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦେବା ଦାବିରେ ବନ୍ଦ୍ ଡାକରା। ବାର ଘଣ୍ଟିଆ ବନ୍ଦ୍ ପାଳନ ପାଇଁ ଆହ୍ବାନ କରାଯାଇଛି। ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ୍ ଡାକରାକୁ ସମର୍ଥନ କରାଯାଇଛି।