ଭୁବନେଶ୍ୱରରେ ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମ୍‌ରା, ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌

NEWS7
hansika-motwani-to-get-married-in-december-at-jaipur-450-years-old-fort

ଭୁବନେଶ୍ୱର ୦୭।୧୨ : ଭୁବନେଶ୍ୱରରେ ଜଶପ୍ରୀତ୍‌ ବୁମ୍‌ରା । ରବିବାର ମଧ୍ୟାହ୍ନ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମ୍‌ରା । ଏହାପରେ ତାଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଭୁବନେଶ୍ୱର ସ୍ଥିତ ମେଫାୟାର ହୋଟେଲକୁ ନିଆଯାଇଛି ।