ଦୁର୍ବୃତ୍ତଙ୍କ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ, କିଏ ଓ କାହିଁକି କଲା ? ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | July 10, 2024 IST

କବିସୂର୍ଯ୍ୟନଗର୧୦/୭: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଜଟେଶ୍ବର ପୋଖରୀ ନିକଟରେ ଗୁଳିମାଡ । ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ଥାନୀୟ ଅଞ୍ଚଳର ତ୍ରିନାଥ ମଲ୍ଲିକ । ତ୍ରିନାଥ ତାସ୍‌ ଖେଳୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଛି ।  ଗୁଳିମାଡ କିଏ ଓ କାହିଁକି କଲା ତାର କାରଣ ସ୍ପଷ୍ଟ ହୋଇନି । ଅଭିଯୋଗ ଆଧାରରେ ଛାନଭିନ ଚଲାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.