ଆନନ୍ଦପୁର ଓ ଆଖୁଆପଦାକୁ ଘନେଇଲା ବିପଦ, ଲୋକଙ୍କୁ ସତର୍କ କଲା ପ୍ରଶାସନ

Published By : Prameya-News7 Bureau | July 03, 2025 IST

ବଡ଼ବିଲ ୩।୭: ଭାଙ୍ଗିଲା ଡ୍ୟାମ୍ । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ତ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ଭାଙ୍ଗିଯାଇଛି । ଫଳରେ ନିର୍ମାଣାଧୀନ ମୁଖ୍ୟ ଡ୍ୟାମ୍ ଉପର ଦେଇ ପ୍ରବାହିତ ହେଇଛି ବନ୍ୟାଜଳ । ବୈତରଣୀର ତଳ ମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି । ଆନନ୍ଦପୁର ଓ ଆଖୁଆପଦାକୁ ଘନେଇଲା ବିପଦ । ଲୋକଙ୍କୁ ସତର୍କ କଲା ପ୍ରଶାସନ ।

ଉଲ୍ଲେଖଯୋଗ୍ୟ ଯେ, ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ନିର୍ମାଣ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ମାଟି ପକାଇ ନିର୍ମାଣ କରାଯାଇଥିଲା କପର ଡ୍ୟାମ୍ । ଆସନ୍ତା ଜୁଲାଇ ଶେଷ ସୁଦ୍ଧା ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା ।

You Can Read:

ଲଗାଣ ବର୍ଷାରେ ବଢ଼ିଲା ଜଳସ୍ତର, ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ୬ ଓ ୭ ନମ୍ବର ଗେଟ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.