୬ ଲକ୍ଷ ଲିଟର ପରେ ଲିଭିଲାନି ସୁପର ମାର୍ଟ ନିଆଁ, ସବୁ ଆଗ୍ନିକଙ୍କୁ ବାହାରକୁ ଆସିବାକୁ ନିର୍ଦ୍ଦେଶ

NEWS7
cm-mohan-majhi-distributed-employment-letters-to-6390

ଭୁବନେଶ୍ୱର ୨୪।୦୨ : ସୁପରମାର୍ଟ ଅସୁରକ୍ଷିତ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ସୁପର ମାର୍ଟ ଏବେ ଅସୁରକ୍ଷିତ । ପୁରା ବିଲଡିଂକୁ ଅସୁରକ୍ଷିତ ଘୋଷଣା କରିଛି ଅଗ୍ନିଶମ ବାହିନୀ । ସବୁ ଆଗ୍ନିକଙ୍କୁ କୋଠା ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦେଲା ଅଗ୍ନିଶମ ବାହିନୀ । ଏବେ ପାଖ ବିଲ୍ଡିଂକୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦେବାକୁ ଅଗ୍ନିଶମ ବାହିନୀର ନିର୍ଦ୍ଦେଶ