ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀରେ ସିବିଆଇ ରେଡ୍‌, ୩ ଜଣ ଗିରଫ ସୂଚନା

Published By : Prameya-News7 Bureau | December 08, 2024 IST

ଭୁବନେଶ୍ବର ୮।୧୨: ରାଜଧାନୀରେ ସିବିଆଇ ରେଡ୍ ଘଟଣାରେ ୩ ଜଣ ଗିରଫ । ରାଜଧାନୀରୁ ମର୍ସିଡିଜ୍ କାର୍‌ରୁ ମିଳିଥିଲା ଟଙ୍କା । ରେଡ୍ ବେଳେ ଜବତ ହୋଇଛି ଡିଜିଟାଲ ଲକର ଓ ଟଙ୍କା । ବ୍ରିଜ ଆଣ୍ଡ ରୁଫ କମ୍ପାନୀର କାଗଜପତ୍ର ସହ ୩ଟି କାର୍ ଜବତ ହୋଇଛି । ସିବିଆଇ ରେଡ୍ ଘଟଣାରେ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ଦେବଦତ୍ତଙ୍କ ଘରୁ ରେଡ୍‌ ବେଳେ ନଗଦ ଟଙ୍କା ଓ ସୁନା ପାଇଛି ସିବିଆଇ ।

You Can Read:

ଜାନୁଆରୀ ୩୧ରୁ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି : ଆଇନ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.