CEOଙ୍କୁ ଭେଟିଲେ ବିଜେଡି ଟିମ୍ : ପୁରୀରେ ଘୋଡାଯାଇଥିବା ଶଙ୍ଖ ପ୍ରତିକୃତି ଏବଂ ଲକ୍ଷ୍ମୀ ବସ୍‌ରେ ଯୋଡି ଶଙ୍ଖ ଖୋଲି ଦେବାକୁ ଦାବି

Published By : Prameya-News7 Bureau | April 12, 2024 IST

ଭୁବନେଶ୍ବର ୧୨।୪: ଲକ୍ଷ୍ମୀ ବସ୍‌ରେ ଯୋଡି ଶଙ୍ଖ ହେଉ କି ଶଙ୍ଖ କ୍ଷେତ୍ରରେ ଶଙ୍ଖ ପ୍ରତିକୃତି, ଏହା ଓଡ଼ିଆଙ୍କ ଅସ୍ମିତାର ପ୍ରତୀକ । ରାଜନୈତିକ ହୀନମନ୍ୟତା କାରଣରୁ ବିଜେପି ଏହାର ପ୍ରଦର୍ଶନକୁ ବିରୋଧ କରୁଛି । ଯାହା ଆଦୌ ହେବା ଉଚିତ ନୁହେଁ ବୋଲି ବିଜେଡି ଅଭିଯୋଗ କରିଛି । ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପୁରୀରେ ଘୋଡାଇ ଦିଆଯାଇଥିବା ଶଙ୍ଖ ପ୍ରତିକୃତି ଏବଂ ଲକ୍ଷ୍ମୀ ବସ୍‌ରେ ଥିବା ଯୋଡି ଶଙ୍ଖ ଚିତ୍ର ଖୋଲି ଦେବାକୁ ଦଳ ଦାବି ରଖିଛି ।

You Can Read:

ନଦୀରେ ଗାଧୋଇବା ବେଳେ ବଲ୍ ଖେଳୁଥିଲେ ଦୁଇ ଯୁବକ, ଭାସିଯାଇ ଚାଲିଗଲା ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.