ମହଙ୍ଗା ପଡ଼ିଲା ଖର୍ଚ୍ଚର ହିସାବ ନଦେବା, ୭୨ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମାସକର ଦରମା ବନ୍ଦ

NEWS7
athagarh-mla-ranendra-partap-swain-appointed-pro-tem-speaker

ପୁରୀ ୨୨।୧: ଆକ୍ସନ ମୋଡ୍‌ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ । ମହଙ୍ଗା ପଡ଼ିଲା ଖର୍ଚ୍ଚର ହିସାବ ନଦେବା । ୭୨ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମାସକର ଦରମା ବନ୍ଦ । ଚିଠି ଜରିଆରେ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ।

ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଓ ସାପ କାମୁଡା ସଚେତନ ପାଇଁ ଅର୍ଥ ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଥିଲା ।