ପୁରୀ ୦୩।୦୫: ଗୁଣ୍ଡିଚା ମନ୍ଦିରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅନୁଧ୍ୟାନ। ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରର ସମସ୍ତ କାର୍ଯ୍ୟ କିଭଳି ଶେଷ ହେବ ସେନେଇ ଅନୁଧ୍ୟାନ। ଗୁଣ୍ଡିଚା ମନ୍ଦିର ବାହାରେ ନିର୍ମାଣ ଚାଲିଥିବା ସୂଚନା କେନ୍ଦ୍ରର ଅନୁଧ୍ୟାନ ସହ ଅଧିକାରୀଙ୍କ ସହ କଲେ ଆଲୋଚନା ।
ଟ୍ରମ୍ପଙ୍କ କଡ଼ା ଆକ୍ସନ, ବିଦେଶୀ ଆଇଫୋନ୍ ସମେତ ସମସ୍ତ...
