LIVE TV

ପିଲାଙ୍କ ସହ ଖ୍ରୀଷ୍ଟମାସ ଏଞ୍ଜୟ କରିବାକୁ ଏନଜିଓ ପହଞ୍ଚିଲେ ଏହି ଅଭିନେତ୍ରୀ : ନଜର ଆସିଲେ ବୋଲ୍ଡ ଲୁକରେ

NEWS7

ମୁମ୍ବାଇ ୨୧/୧୨: ଖ୍ରୀଷ୍ଟମାସ ପାଖେଇ ଆସୁଛି ଏବଂ ବଲିଉଡ ଷ୍ଟାର ଏହାର ସେଲିବ୍ରେସନକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଷ୍ଟାରଙ୍କ ପର୍ବ ପୂର୍ବରୁ ଧୁମଧାମରେ ଖ୍ରୀଷ୍ଟମାସ ସେଲିବ୍ରେସନ୍ ଆରମ୍ଭ ହୋଇଯାଇଛି। ଷ୍ଟାରମାନେ କେଉଁଠି ନା କେଉଁଠି ସେଲିବ୍ରେଟ୍ କରୁଥିବାର ନଜର ଆସିଛନ୍ତି। ନିକଟରେ ଏପରି ଏକ ଫଟୋ ଖୁବ୍ ଭାଇରାଲ ହୋଇଛି। ଗତ ଶନିବାର ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଏକ ଏନଜିଓରେ ପିଲାମାନଙ୍କ ସହ ଏଞ୍ଜୟ କରୁଥିବାର ଦେଖାଯାଇଥିଲା।

{"id":200652,"sizeSlug":"large"}

ଅନନ୍ୟା ଏକ ନାଲି ରଙ୍ଗର ଅଫ ସୋଲଡର ସର୍ଟ ଷ୍ଟନିଙ୍ଗ୍ ଡ୍ରେସ୍ ପିନ୍ଧିଥିଲେ। ସର୍ଟ ଡ୍ରେସ୍ ସହ ନାଲି ରଙ୍ଗର ହାଇ ହିଲ୍ ପିନ୍ଧିଥିଲେ। ମିନିମାଲ୍ ମେକଅପ୍,ନ୍ୟୁଡ ଲିପଷ୍ଟିକରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।

{"id":200653,"sizeSlug":"large"}

ସେ ଏନଜିଓ ପିଲାଙ୍କ ସହ ବହୁତ ମସ୍ତି କରିଥିଲେ।

{"id":200654,"sizeSlug":"large"}

ସେ ଏହି ପିଲାଙ୍କୁ ବହୁତ ମିଠା ଖାଇବାକୁ ଦେଇଥିଲେ ଏବଂ ତାଙ୍କ ସହ ଫଟୋ ଉଠାଇଥିଲେ।

{"id":200655,"sizeSlug":"large"}

ନିକଟରେ ଅନନ୍ୟାଙ୍କ ‘ପତି ପତ୍ନୀ ଔର ଓ୍ବ’ ରିଲିଜ ହୋଇଛି। ଏଥିରେ ତାଙ୍କ ସହ କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଥିଲେ।

{"id":200656,"sizeSlug":"large"}

ଏବେ ଅନନ୍ୟା ମକବୁଲ ଖାନଙ୍କ ‘ଖାଲି ପିଲି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ​‌ରେ ସେ ଈଶାନ ଖଟ୍ଟରଙ୍କ ସହ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ଜୁନରେ ରିଲିଜ କରାଯିବ।

{"id":200657,"sizeSlug":"large"}