ବିନିକା ୧୦।୬: ମଣ୍ଡିରୁ ଉଠୁନି ଚାଷୀର ଧାନ । ଅଥଚ ଛତିଶଗଡ଼ ଧାନ ଓଡ଼ିଆରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଛତିଶଗଡ଼ରୁ ଆସୁଥିବା ଧାନ ଗାଡ଼ିକୁ ଅଟକ ରଖିଲେ ଚାଷୀ l ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାରସମାଲ ଛକରେ । ଦୁଇଟି ଧାନ ବୋଝେଇ ଟ୍ରକ୍କୁ ଅଟକାଇଲେ ଚାଷୀ l
ଛତିଶଗଡ଼ ଧାନ ଓଡ଼ିଶାରେ ବିକ୍ରି ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ଚାଷୀ l ଛତିଶଗଡ ରେଜିଷ୍ଟ୍ରେସନରେ ଦୁଇଟି ଟ୍ରକ୍ ଛତିଶଗଡ଼ରୁ ଧାନ ଆଣି ଓଡ଼ିଶାରେ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଛି । ଉଭୟ ଗାଡ଼ିକୁ ସାରସମାଲ ଛକ ନିକଟରେ ଚାଷୀ ମାନେ ଅଟକ ରଖିଛନ୍ତି l
You Can Read:
ଡିପ୍ରେସନ୍ରେ ଲଞ୍ଚୁଆ ଆଇଏଏସ୍ ! ଜେଲ୍ରେ ବିଗିଡ଼ିଲା ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟାବସ୍ଥା