News7 Logo

ଖେଳୁ ଖେଳୁ ପୋଖରୀରେ ବୁଡିଗଲେ : ଦୁଇ ନାବାଳକ ଭାଇଙ୍କ ଶବ ଉଦ୍ଧାର

NEWS7
Umerkote

ଉମରକୋଟ ୫।୯: ଖେଳୁ ଖେଳୁ ପୋଖରୀରେ ବୁଡିଗଲେ ଦୁଇ ନାବାଳକ ଭାଇ ମୃତକ ମାନେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର ଗାଁର ବୋଲି ଜଣାପଡିଛି l ଦୁଇ ନାବାଳକଙ୍କ ବୟସ ୧୨ ଏବଂ ୮ ବର୍ଷ ହେବ ବୋଲି ଜଣାପଡିଛି l ଖବର ପା ସଦର ଥାନା ପୋଲିସ ଏବଂ ଅଗ୍ନିମ ବିଭାଗ ପୋଖରୀରୁ ଦୁଇ ନାବାଳକଙ୍କ ଶବ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।