News7 Logo

ମେଷ ରାଶି ବ୍ୟକ୍ତି ନୂତନ କାମରେ ସଫଳତା ପାଇବେ, ସାମାଜିକ ସମ୍ମାନ ବୃଦ୍ଧି ହେବ 

NEWS7
Know your Horoscope for Tuesday 16th September 2025.

ମେଷ– ନୂତନ କାମରେ ସଫଳତା ମିଳିପାରେ । ପରିବାରରେ ଶାନ୍ତିମୟ ପରିବେଶ ରହିବ । ଆର୍ଥିକ ଦିଗରେ ସୁବିଧା ମିଳିବ । ମିତ୍ରଙ୍କ ସହାୟତାରୁ କାର୍ଯ୍ୟ ସଫଳ ହେବ । ସାମାଜିକ ସମ୍ମାନ ବୃଦ୍ଧି ହେବ । ଯାତ୍ରାରୁ ଲାଭ ମିଳିବ।

ବୃଷ– ଚାକିରି କ୍ଷେତ୍ରରେ କିଛି ଚାପ ଥାଇପାରେ । ବ୍ୟବସାୟରେ ସାଧାରଣ ଲାଭ । ପାରିବାରିକ ଅସୁବିଧାରେ ଯୋଗୁ ମନରେ କ୍ଲେଶ ରହିବ। ଧୈର୍ଯ୍ୟ ରଖିଲେ ମଙ୍ଗଳ । ବ୍ୟୟ ବୃଦ୍ଧି ପାଇପାରେ । ସ୍ୱାସ୍ଥ୍ୟରେ ସତର୍କତା ଦରକାର ।

ମିଥୁନ– ଶୁଭ କାର୍ଯ୍ୟରେ ଯୋଗଦାନ ହେବ । ଧନ ଆଗମନ ସୁବିଧା । ପ୍ରେମିକ-ପ୍ରେମିକାଙ୍କ ସମ୍ପର୍କ ସୁଦୃଢ଼ ହେବ । ସାମାଜିକ କାର୍ଯ୍ୟରେ ସମ୍ମାନ । ଆତ୍ମବିଶ୍ୱାସ ବୃଦ୍ଧି ହେବ ।

କର୍କଟ– କାମରେ ବିଳମ୍ବ ହେଇପାରେ । ସ୍ୱାସ୍ଥ୍ୟ ଦିଗରେ ସତର୍କତା ଦରକାର । ବ୍ୟୟ ବୃଦ୍ଧି ପାଇପାରେ । ମିତ୍ରଙ୍କୁ ସାହାଯ୍ୟ କରିବାକୁ ପଡ଼ିପାରେ । ଧୈର୍ଯ୍ୟ ଓ ସାବଧାନତା ରଖନ୍ତୁ ।

ସିଂହ– ଚାକିରି ଓ ବ୍ୟବସାୟରେ ଲାଭ । ପରିବାରରେ ସୁଖ-ଶାନ୍ତି ରହିବ । ସମ୍ମାନ ବୃଦ୍ଧି ପାଇବ । ନୂତନ କାମରେ ଯୋଗଦାନର ସୁଯୋଗ ରହିଛି । ଧନ ଆଗମନ ହେବ। ଶୁଭ କାର୍ଯ୍ୟରେ ଯୋଗଦାନ କରିବେ ।

କନ୍ୟା– କାମରେ ବାଧା ସୃଷ୍ଟି ହୋଇପାରେ । ଚିନ୍ତା ଓ ମନରେ କ୍ଲେଶ ବୃଦ୍ଧି ପାଇପାରେ । ପାରିବାରିକ ସମସ୍ୟା ସମାଧାନରେ ସମୟ ଲାଗିବ । ସ୍ୱାସ୍ଥ୍ୟରେ ସତର୍କତା ଦରକାର । ଆର୍ଥିକ ବ୍ୟୟ ବୃଦ୍ଧି ପାଇପାରେ । ବିବାଦରୁ ଦୂରେଇ ରହନ୍ତୁ ।

ତୁଳା– ମନୋକାମନା ପୂର୍ଣ୍ଣ ହେବ । ପରିବାରରୁ ସହଯୋଗ ମିଳିବ । ସାମାଜିକ କାର୍ଯ୍ୟରେ ସମ୍ମାନ ବଢ଼ିବ । ଯାତ୍ରାରୁ ଲାଭ ମିଳିବ । ପ୍ରେମ-ସମ୍ପର୍କ ସୁଦୃଢ଼ ହେବ ।

ବିଛା– କାମରେ ବାଧା ଥାଇପାରେ । ମିଥ୍ୟା ଅଭିଯୋଗରୁ ସତର୍କ ରହନ୍ତୁ । ପାରିବାରିକ କଳହରୁ ମନରେ ବିଷାଦ ହେବ । ଆର୍ଥିକ ବ୍ୟୟ ବୃଦ୍ଧି । ସ୍ୱାସ୍ଥ୍ୟରେ ସମସ୍ୟା । ଧୈର୍ଯ୍ୟ ଓ ସାବଧାନତା ରଖନ୍ତୁ ।

ଧନୁ– ଶୁଭ ସମ୍ବାଦ ମିଳିବ । ପରିବାରରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ନୂତନ କାମରେ ସଫଳତା ମିଳିବ। ଧନ ଆଗମନର ସୁଯୋଗ ରହିଛି। ପ୍ରେମ ସମ୍ପର୍କ ଭଲ ରହିବ। ଯାତ୍ରାରୁ ଲାଭ ମିଳିବ ।

ମକର– କାମରେ ବିଳମ୍ବ ହେବ । ଅପ୍ରତ୍ୟାଶିତ ବ୍ୟୟ ବୃଦ୍ଧି । ସ୍ୱାସ୍ଥ୍ୟ ଦିଗରେ ସତର୍କତା ଦରକାର । ଧନ ଆଗମନରେ ବିଳମ୍ବ ହୋଇପାରେ । ଶାନ୍ତି ଓ ସାବଧାନତା ରଖନ୍ତୁ ।

କୁମ୍ଭ– ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ପରିବାରରେ ସୁଖ-ଶାନ୍ତି । ସାମାଜିକ ସମ୍ମାନ ବୃଦ୍ଧି । ଧନାଗମନ ସୁବିଧା । ନୂତନ ଯୋଜନାରେ ସଫଳତା । ପ୍ରେମ-ସମ୍ପର୍କରେ ଆନନ୍ଦ ମିଳିବ ।

ମୀନ– କାମରେ କିଛି ବାଧା ଉପୁଜିପାରେ । ପାରିବାରିକ ସମସ୍ୟାରୁ ଚିନ୍ତା। ବ୍ୟୟ ବୃଦ୍ଧି ପାଇପାରେ । ସ୍ୱାସ୍ଥ୍ୟରେ ସମସ୍ୟା । ଧୈର୍ଯ୍ୟ ଓ ସାବଧାନତା ଆବଶ୍ୟକ । ବିବାଦରୁ ଦୂରେଇ ରହନ୍ତୁ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 
ଯୋଗାଯୋଗ - 8249826682