LIVE TV

ଅନ୍ତର୍ଜାତୀୟ ଶିକ୍ଷକ ଦିବସ, ଭବିଷ୍ୟତର ପିଢିକୁ ଗଢିବାରେ ସାଜିଥାନ୍ତି ମୁଖ୍ୟ ନାୟକ

NEWS7
world

ନୂଆଦିଲ୍ଲୀ ୦୫।୧୦; ୟୁନେସ୍କୋ ଓ ଏଜୁକେସନ ଇରନେସନାମ ଆନୁକୂଲ୍ୟରେ ୧୯୯୪ରୁ ପ୍ରତିବର୍ଷ ଅକ୍ଟୋବର ୫ରେ ବିଶ୍ବ ସ୍ତରରେ ପାଳିତ ହେଉଛି ଅନ୍ତର୍ଜାତୀୟ ଶିକ୍ଷକ ଦିବସ । ଭବିଷ୍ୟତର ପିଢ଼ିକୁ ଗଢିବାରେ ଶିକ୍ଷକ ସମାଜର ଅବଦାନକୁ କେହି ଅଣଦେଖା କରିପାରିବେନାହିଁ । ତେଣୁ ଶିକ୍ଷକ ମାନଙ୍କ ସମ୍ମାନର୍ଥେ ଶହେରୁ ଅଧିମ ଦେଶରେ ଏହି ଦିବସ ପାଳନ କରି ଯାଇଛି । ଶିକ୍ଷା ପରମ୍ପରାରେ ଅତି ଗୁରୁତ୍ବପୂର୍ଣ୍ଣ ଭାବେ ଗୁରୁ ପରମ୍ପରାର ଏକ ବିଶେଷ ନୀତି ବାଚକ ଦିନ ହେଉଛି ଯେ ଗୁରୁ ଯଦି ଠିକ୍ ନ ହୁଅନ୍ତି ତାହା ହେଲେ ତାଙ୍କର ଦୋଷ ଗୁଡ଼ିକୁ ଶିଷ୍ୟମାନେ ଅନୁସରଣ କରିପାରନ୍ତେ ନାହିଁ । ଏହିପରି ବହୁ ଜଣ ଓ ଛଦ୍ମବେଶୀ ଗୁରୁମାନେ ତାଙ୍କର ପ୍ରତିପରି ବିସ୍ତାର କରି ଚାଲିଛନ୍ତି । ପ୍ରକୃତ ଗୁରୁ ଯିଏ ସେ ନିଜର ସ୍ୱାର୍ଥକୁ ଅନ୍ୟର ସ୍ୱାର୍ଥ ଠାରୁ ଅଲଗା କରି ଭାବି ପାରନ୍ତି ନାହିଁ ।

ଗୁରୁ ନିର୍ବାଚନରେ ଚାରୋଟି ଜିନିଷ ବିଶେଷ କରି ଦେଖିବାକୁ ହୁଏ । ପ୍ରଥମତଃ ଦେଖିବାକୁ ହୁଏ - ପୂର୍ବତନ ପ୍ରାଥ ଆଚାର୍ଯ୍ୟମାନଙ୍କର ଧାରା ସହିତ ତାଙ୍କର ସାମଞ୍ଜସ୍ୟ ଅଛି କି ନାହିଁ ? ଦ୍ଵିତୀୟତଃ ଦେଖିବାକୁ ହୁଏ ସେ ବୈଶିଷ୍ଟ୍ୟର ପରିପାଳନ ଓ ପରିପୋଷଣ କରି ଚାମତି କି କାହିଁ? ତୃତୀୟତଃ ଦେଖିବାକୁ ହୁଏ ତାଙ୍କର ଗୁରୁନିଷ୍ଠା କିପରି ? ଗୁରୁ ନିଷ୍ଠାର ଲକ୍ଷଣ ହେଲା ଆତ୍ମପ୍ରତିଷ୍ଠାରେ ଔଦାସିନା ଓ ଗୁଗ୍ଗୁଙ୍କ ପ୍ରତିଷ୍ଠାରେ ଉଦର ଆଗ୍ରହ । ଆଉ ଚତୁର୍ଥ ଜିନିଷ ହେଲା ଗୁରୁଙ୍କ କଥା ଓ କାମରେ ସସ୍ମୃତି । ମଣିଷ ଯାହା କହେ ତାହା ଯଦି ନିଜେ ଆଚରଣ ନ କରେ, ତାହାହେଲେ ସେଠାରେ ସନ୍ଦେହର ଅବକାଶ ଅଛି । ତେବେ ମୂନଗୁଡିକ ଯଦି ଠିକ୍ କଥାଏ କେବଳ କଥାରେ କାମରେ ମେନ ବା ସାମ ଓସ୍ୟ ରହିଲେ ମଧ୍ୟ ସେ କିନ୍ତୁ ଅନୁସରଣଯୋଗ୍ୟ ବା ଗୁଜୁ ପଦଚାନ୍ୟ ନୁହଁନ୍ତି ।

ବିଭିନ୍ନ ବ୍ୟକ୍ତିଙ୍କର ବିଭିନ୍ନ ଗୁଡି, ତାହାର ବିଜ୍ଞାନ ଦିଗକୁ ଆବର୍ଷଣ, ବାହାର ଦର୍ଶନ ଦିଗନ୍ତୁ, କାହାର ସାହିତ୍ୟ ଦିଗକୁ, କାହାର ବ୍ୟବସାୟ-ବାଣିଜ୍ୟ ଦିଗକୁ, କାହାର କୃଷି ଦିଗକୁ, କାହାର ସାହିତ୍ୟ ଦିଗକୁ, କାହାର ସଙ୍ଗୀତ-ବାଦ୍ୟ ଦିଗରୁ, କିମ୍ବା ନାହାର ସାଧନା-ତପସ୍ୟା ଦିଗକୁ, ଏହି ବିଭିନ୍ନ ପ୍ରକାର ବ୍ୟକ୍ତିକୁ ଯିଏ ବିହିତ ଭାବରେ ସମାଦର ଓ ସମାବେଶ କରି ଉଦ୍‌ବଦ୍ଧନ ଦିଗକୁ ପ୍ରେରଣା ଓ ନିର୍ଦ୍ଦେଶ ଦେଇପାରନ୍ତି, ସେ ହିଁ ସମଷ୍ଟି ବ୍ୟକ୍ତିତ୍ଵ ସମ୍ପନ୍ନ ଗୁରୁ ବା ଗୁରୁ - ପୁରୁଷୋତ୍ତମ । ଜାତି, ଧର୍ମ, ବର୍ଣ୍ଣ ଓ ପ୍ରକୃତି ନିର୍ବିଶେଷରେ ତାହାଙ୍କ ପାଖରେ ପ୍ରତ୍ୟେକଙ୍କ ସମର୍ଶନୀ ଆଶ୍ରୟ ରହିଛି ସେ ହିଁ ପ୍ରକୃତ