​​​​​​​ଭୁବନେଶ୍ବର: ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର । ଯୋଜନାରେ ସାମିଲ ହେବାକୁ ସରକାର ଦେଲେ ବଡ଼ ସୁଯୋଗ। କେ୍ୱାଇସି ଅବଧିକୁ ଆଉ ମାସ ବୃଦ୍ଧି କରିଛରି ସରକାର। ସେପ୍ଟେମ୍ବରରୁ ୮ ତାରିଖରୁ ଆଉ ମାସ ବୃଦ୍ଧି କରାଯାଇଛି। ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେ୍ୱାଇସି ଅପଡେଟ କରି ସାମିଲ ହୋଇପାରିବେ।

ସୂଚନାଥାଉକି, ଏବେ ସିଏମ କିଷାନରେ ୫୧ ଲକ୍ଷ ୫୪ ହଜାର ଥିବାବେଳେ ପିଏମ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଅଧିକ ଲକ୍ଷ ହିତାଧିକାରୀଙ୍କୁ ପିଏମ କିଷାନରେ ସାମିଲ କରିଛନ୍ତି ନୂଆ ସରକାର। ଏହା ସହ ଯେପରି ଅଧିକରୁ ଅଧିକ ଚାଷୀଙ୍କୁ ଯୋଜନାରେ ଯୋଡ଼ି ହୋଇପାରିବେ ସେନେଇ ସରକାର ସ୍ପେଶା ଡ୍ରାଇଭ ମଧ୍ୟ କରୁଛନ୍ତି