LIVE TV

ପ୍ରଥମ ଥର କଟକ ବାଲିଯାତ୍ରାରେ ମିଳିବ ଇଣ୍ଡୋନେସିଆ ହସ୍ତକଳା ସାମଗ୍ରୀ, ଶ୍ରେୟା ଘୋଷାଲ ନାଇଟ୍‌ରେ ଝୁମିବେ ଦର୍ଶକ

NEWS7
Cuttack Baliyatra

କଟକ୧୦: ଇଣ୍ଡୋନେସିଆ ହେଲା ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ପାର୍ଟନର ନେସନ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ହେ ଇଣ୍ଡୋନେସିଆ ହସ୍ତକଳା ଷ୍ଟଲ୍ । ବାଲିଯାତ୍ରାରେ ହେବ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ନାଇଟ୍ । ପ୍ରଥମ ଥର ପାଇଁ ବାଲିଯାତ୍ରାରେ ହେବ ଥ୍ରୀ-ଡି ଗ୍ୟାଲେରୀ । ଏ ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେ ଶିନ୍ଦେ ସୂଚନା ଦେଇଛନ୍ତି ।