ଭୁବନେଶ୍ବର ୫।୯: ଜଳକା ନଦୀରେ ବନ୍ୟା ସ୍ଥିତି ବାଲେଶ୍ୱର ବସ୍ତା ଅଞ୍ଚଳ ପ୍ରଭାବିତ ହେବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ଜିଲ୍ଲା ପ୍ରଶାସନକୁ ଏନେଇ ସଜାଗ କରାଯାଇଛିବୈତରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ତଳକୁ ଚାଲି ଆସିଛି । ଗୁରୁବାର ୧୫ ବ୍ଲକ୍‌ରେ ୫୦ ମିମିରୁ ଅଧିକ ବର୍ଷା ହୋଇଛିପଦ୍ମପୁରରେ ସର୍ବାଧିକ ୮୮ ମିମି ବର୍ଷା ହୋଇଛି

ସେ ଆହୁରି କହିଛନ୍ତି, ମହାନଦୀରେ ଏବେ ବନ୍ୟା ସ୍ଥିତି ନାହିଁମହାନଦୀ ଉପର ମୁଣ୍ଡରେ ୧୯ମିମି ବର୍ଷା ହୋଇଛିହୀରାକୁଦରେ ଇନ୍‌ଫ୍ଲୋ ବଢିଛି ଜଳଭଣ୍ଡାର ଲକ୍ଷ ୩୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ସମାନ ପରିମାଣ ଜଳ ନିଷ୍କାସିତ ହେଉଛି । ଆସନ୍ତା ୭ ତାରିଖରେ ସାଢ଼େ ଲକ୍ଷରୁ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ୨୦ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସିତ ହେଉଛିହୀରାକୁଦରେ ବର୍ତ୍ତମାନ ୬୨୬.୫୮ ଫୁଟ ଜଳସ୍ତର ରହିଛି ।