LIVE TV

ଲଭ୍‌-ସେକ୍ସ ଧୋକ୍କା: ଭୁବନେଶ୍ୱର ଏୟାରପୋର୍ଟ DGM ଗିରଫ

NEWS7
6-workers-corona-positive-in-capital-police-station

ଭୁବନେଶ୍ୱର ୨୫/୧୦: ପୁଣି ଲଭ୍-ସେକ୍ସ ଧୋକ୍କା । ଏହି ଅଭିଯୋଗରେ ଭୁବନେଶ୍ବର ଏୟାରପୋର୍ଟ DGM (ଅପରେସନ) ଗିରଫ । DGM ଉମାକାନ୍ତ ପଟେଲଙ୍କୁ ଗିରଫ କଲା ଏୟାରପୋର୍ଟ ଥାନା ପୋଲିସ । ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀଙ୍କୁ ପ୍ରତାରଣା କରି ଗିରଫ । ବିବାହର ପ୍ରତିଶୃତି ଦେଇ ୪ ବର୍ଷ ଯୁବତୀଙ୍କ ସମ୍ପର୍କରେ ଥିଲେ ଉମାକାନ୍ତ । ସେତିକି ନୁହେଁ ଶାରୀରିକ ସମ୍ପର୍କ ରଖି ଗର୍ଭପାତ କରାଇବା ଅଭିଯୋଗ ହୋଇଛି । ଆଉ ସଂଗୀନ ଅଭିଯୋଗ ଆସିବା ପରେ ପୋଲିସ ଉମାକାନ୍ତଙ୍କୁ ବାନ୍ଧିଛି ।