ଉଚ୍ଛେଦ ନୋଟିସକୁ ବଣିକ ସଂଘର ବିରୋଧ, ବୁଧବାର ୬ ଘଣ୍ଟିଆ ନୂଆପଡ଼ା ବନ୍ଦ ଡାକରା

Published By : Prameya-News7 Bureau | May 28, 2025 IST

NEWS UPDATE

ନୂଆପଡା ୨୮।୦୫ : ବୁଧବାର ୬ ଘଣ୍ଟିଆ ନୂଆପଡ଼ା ବନ୍ଦ । ଉଚ୍ଛେଦ ନୋଟିସକୁ ବିରୋଧ କରି ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଯାହାଫଳରେ ସେହି ରାସ୍ତାରେ ଯିବାଆସିବା ବନ୍ଦ ରହିଛି । 

ଖବର ଅନୁଯାୟୀ, ଜାତୀୟ ରାଜପଥ ୩୫୩ କଡ଼ରେ ଥିବା ସମସ୍ତ ଜବରଦଖଲକାରୀ ଦୋକାନୀଙ୍କୁ ନୂଆପଡ଼ା ଏନ୍‌ସିର ଉଚ୍ଛେର ନୋଟିସ ଦିଆଯାଇଛି । ଯାହାକୁ ବିରୋଧ କରିଛନ୍ତି ବଣିକ ସଂଘ । ଏପିରିକି ବୁଧବାର ୬ ଘଣ୍ଟିଆ ନୂଆପଡ଼ା ବନ୍ଦ ଡାକରା ଦେଇଛି ବଣିକ ସଂଘ । ଯାହାଫଳରେ ଗାଡ଼ି ଚଳାଚଳରେ ସାମାନ୍ୟ ଅସୁବିଧା ଦେଖିବାକୁ ମିଳିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.