ନାମାଙ୍କନ ଭରିଲେ ମନମୋହନ ସାମଲ ଏବଂ ସୁଜିତ କୁମାର, ଦଳର ବରିଷ୍ଠ ନେତା ଉପସ୍ଥିତ

NEWS7
wccb-team-in-angul-to-investigating-woman-dead-due-to-attack-by-sundari-or-not

ଭୁବନେଶ୍ୱର ୦୫।୦୩ : ନାମାଙ୍କନ ଭରିଲେ ମନମୋହନ ସାମଲ ଏବଂ ସୁଜିତ କୁମାର । ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଭରିଲେ ବିଜେପିର ଦୁଇ ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥୀ ନାମାଙ୍କନ ଭରିଲେ ।

ଏ ଖବର ବି ପଢନ୍ତୁ:- ଏକାଠି ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତା, ଏକାଠି ଥିଲେ ବିଜେଡି-କଂଗ୍ରେସ ନେତା